ଛାତିଥରା ଭିଡିଓ ; ରୋଷେଇ ଘରେ ଥିଲେ ମହିଳା, ହଠାତ୍ ଫାଟିଲା ସିଲିଣ୍ଡର, ତା’ପରେ..

ନୂଆଦିଲ୍ଲୀ : ରୋଷେଇ ଘରେ କାମ କରୁଥିବା ସମୟରେ ଅନେକ ସମୟରେ ଏପରି ଘଟଣା ଘଟିଥାଏ, ଯାହାକୁ ଦେଖି ଭୟ ଲାଗି ଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିପାରିବେ, ଜଣେ ମହିଳା ରୋଷେଇ ଘରେ ବାସନ ସଫା କରୁଛନ୍ତି। ମାତ୍ର ସେହି ସମୟରେ ନିକଟରେ ଥିବା ଏକ ସିଲିଣ୍ଡର ହଠାତ୍ ବିସ୍ଫୋରଣ ହେଉଥିବା ଦେଖାଯାଉଛି। ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚି ଯାଇଛି। ମାତ୍ର ଭିଡିଓରେ ଦେଖିପାରିବେ, ମହିଳା ଜଣକ ଖୁବ୍ … Continue reading ଛାତିଥରା ଭିଡିଓ ; ରୋଷେଇ ଘରେ ଥିଲେ ମହିଳା, ହଠାତ୍ ଫାଟିଲା ସିଲିଣ୍ଡର, ତା’ପରେ..