ଦେଖନ୍ତୁ ଭିଡିଓ ; କୁକୁର,ମାଙ୍କଡ,କୁକୁଡା ବନ୍ଧୁତାର ଝଲକ୍..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ। ଯାହା ଦେଖିବାକୁ ଖୁବ୍ ମଜା ଲାଗେ। ଅନେକ ସମୟରେ ଏହା ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ। ଏଭଳି ହିଁ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ବିପରୀତ ସ୍ୱଭାବର ଜନ୍ତୁଙ୍କ ମଧ୍ୟରେ ଏହି ଭିଡିଓରେ ନିବିଡ ବନ୍ଧୁତା ଦେଖାଯାଉଛି। ଭିଡିଓଟି ଏକ ମାଙ୍କଡ, କୁକୁର ଓ କୁକୁଡାର। Just three friends chilling together..😊 pic.twitter.com/JdvHg5Rhsv — 𝕐o̴g̴ (@Yoda4ever) … Continue reading ଦେଖନ୍ତୁ ଭିଡିଓ ; କୁକୁର,ମାଙ୍କଡ,କୁକୁଡା ବନ୍ଧୁତାର ଝଲକ୍..