ଦେଖନ୍ତୁ ଭିଡିଓ ; ବାଇକରେ ଯାଉଥିଲେ ଯୁବକ, ନା ଥିଲା ହେଲମେଟ୍, ନମ୍ବରପ୍ଲେଟ୍, ତଥାପି କଟିଲାନି ଚାଲାଣ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭଳିକି ଭଳି ଭିଡିଓ ଭାଇରାଲ ହୋଇଥାଏ। ଏହା ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ। କିଛି ଭିଡିଓକୁ ଦେଖି ବିଶ୍ୱାସ କରି ପାରିବେ ନାହିଁ। ଭିଡିଓରେ ପୁଲିସ କର୍ମୀଙ୍କ ସହ କିଛି ଏପରି ହେଉଛି, ଯାହାକୁ ଦେଖି ବିଶ୍ୱାସ କରିବେ ନାହିଁ। ଜଣେ ବାଇକ୍ ଆରୋହୀ ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ले काट ले चलान 😂😂 pic.twitter.com/VTaViMdZ7Z — Moj Clips (@MojClips) … Continue reading ଦେଖନ୍ତୁ ଭିଡିଓ ; ବାଇକରେ ଯାଉଥିଲେ ଯୁବକ, ନା ଥିଲା ହେଲମେଟ୍, ନମ୍ବରପ୍ଲେଟ୍, ତଥାପି କଟିଲାନି ଚାଲାଣ..