ଦେଖନ୍ତୁ ଭିଡିଓ : ଛୁଆକୁ ଶୋଇବା ସମୟରେ ହାତୀ ପରିବାର ଦେଖଉଛନ୍ତି Z+ ସୁରକ୍ଷା..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଏକ ମନଛୁଆଁ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି, କିଭଳି ହାତୀର ପରିବାର ନିଜ ଛୁଆକୁ ଜେଡ୍ ପ୍ଲସ୍ ସୁରକ୍ଷା ଦେଉଛନ୍ତି। ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି। A beautiful elephant family sleeps blissfully somwhere in deep jungles of the Anamalai Tiger Reserve in Tamil Nadu. … Continue reading ଦେଖନ୍ତୁ ଭିଡିଓ : ଛୁଆକୁ ଶୋଇବା ସମୟରେ ହାତୀ ପରିବାର ଦେଖଉଛନ୍ତି Z+ ସୁରକ୍ଷା..