ଦେଖନ୍ତୁ ଭିଡିଓ : ଏମିତି ବି ବଦଳେ ସମୟ, ୩ ବିଲେଇକୁ ଭୁଆଁ ବୁଲାଇଲା ଗୋଟିଏ ମୂଷା..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ କେତେବେଳେ କେଉଁ ଭିଡିଓ ସାମ୍ନାକୁ ଆସିବ, ତାହା କହିବା ମୁସ୍କିଲ। ଏଭକି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। କିଛି ଏଭଳି ମଧ୍ୟ ଭିଡିଓ ରହିଛି, ଯାହାକୁ ଦେଖି ନିଜ ହସକୁ ରୋକି ପାରିବେ ନାହିଁ। ସେଭଳି ହିଁ ଏକ ଭିଡିଓ କିଛି ଦିନ ତଳେ ବେଶ ଭାଇରାଲ ହୋଇଛି। ଭିଡିଓଟି ବିଲେଇ ଓ ମୂଷାର। ମୂଷା କିଭଳି ୩ଟି … Continue reading ଦେଖନ୍ତୁ ଭିଡିଓ : ଏମିତି ବି ବଦଳେ ସମୟ, ୩ ବିଲେଇକୁ ଭୁଆଁ ବୁଲାଇଲା ଗୋଟିଏ ମୂଷା..