ଦେଖନ୍ତୁ ଭିଡିଓ ; ୩ ସିଂହୀକୁ ଡରାଇଲା ଗୋଟିଏ ନେଉଳ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଙ୍ଗଲ ସହ ଜଡିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଭଳି କିଛି ଭିଡିଓ ଭାଇରାଲ ହୁଏ ,ଯାହାକୁ ଦେଖି ନିଜ ହସକୁ ରୋକି ପାରିବେ ନାହିଁ। ନିକଟରେ ଏଭଳି ହିଁ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓଟି ହେଉଛି ନେଉଳ ଓ ସିଂହୀର। ଗୋଟିଏ ନେଉଳ କିଭଳି ସିଂହୀକୁ ଭୟଭୀତ କରୁଛି ତାହା ଭିଡିଓ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ … Continue reading ଦେଖନ୍ତୁ ଭିଡିଓ ; ୩ ସିଂହୀକୁ ଡରାଇଲା ଗୋଟିଏ ନେଉଳ..