ମନଛୁଆଁ ଭିଡିଓ ; ଦୋକାନ ଭିତରେ କୁୁକୁର ଛୁଆ, ମାଆ କୁକୁର ଏମିତି କଲା, ଦେଖନ୍ତୁ ଭିଡିଓ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ମନଛୁଆଁ ଭିଡିଓ ଭାଇରାଲ ହୋଇଥାଏ। ନିକଟରେ କୁକୁରର ଏକ ଭିଡିଓ ଭାଇରାଲ୍ ହେଉଛି। ଏକ ମାଆ କୁକୁର ନିଜ ଛୁଆକୁ ବଞ୍ଚାଇବା ପାଇଁ ଯେଉଁ ଉପାୟ କରୁଛି,ତାହା ଏହି ଭିଡିଓ ଜରିଆରେ ଆପଣ ଦେଖିପାରିବେ। କ୍ୟାମେରାରେ କଏଦ ହୋଇଥିବା ଏହି ମନଛୁଆଁ ଭିଡିଓକୁ ଲକ୍ଷାଧିକ ଲୋକେ ଦେଖି ସାରିଲେଣି। ମାଆ କୁୁକୁର ନିଜ ଛୁଆ ନିକଟରେ ପହଞ୍ଚିବା ପାଇଁ ଏକ ଦୋକାନର ସଟର୍ ତଳେ ଖୋଳୁଥିବା ଭିଡିଓରେ ଦେଖାଯାଉଛି। … Continue reading ମନଛୁଆଁ ଭିଡିଓ ; ଦୋକାନ ଭିତରେ କୁୁକୁର ଛୁଆ, ମାଆ କୁକୁର ଏମିତି କଲା, ଦେଖନ୍ତୁ ଭିଡିଓ..