ବାପାକୁ ଆସିଲା ପୁଲିସର ଫୋନ୍‌- ଶୀଘ୍ର ଟଙ୍କା ପଠାଅ ନହେଲେ ପୁଅ ଗିରଫ ହେବ, ଦେଖନ୍ତୁ ଭିଡିଓ

ସମାଜ ଡିଜିଟାଲ ଡେସ୍କ: ଅନଲାଇନ୍ ଠକେଇ ମାମଲା ଲଗାତର ଭାବେ ବୃଦ୍ଧି ପାଉଛି। ଏବେ ତ ଏଆଇ ବ୍ୟବହାର କରି ଲୋକମାନେ ନିଜ ପରିବାର ସଦସ୍ୟଙ୍କ କଣ୍ଠସ୍ୱରକୁ ମଧ୍ୟ ନକଲ କରି ଠକାମି କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ନିଜକୁ ପୁଲିସ୍ ବୋଲି କହି ଆଉଜଣେ ବ୍ୟକ୍ତିଙ୍କୁ ଫୋନ୍‌ କଲେ ଏବଂ କହିଲେ ଯେ ଏକ ଦୁଷ୍କର୍ମ ମାମଲାରେ ତାଙ୍କ ପୁଅର ନାଁ ଆସିଛି, ଯଦି … Continue reading ବାପାକୁ ଆସିଲା ପୁଲିସର ଫୋନ୍‌- ଶୀଘ୍ର ଟଙ୍କା ପଠାଅ ନହେଲେ ପୁଅ ଗିରଫ ହେବ, ଦେଖନ୍ତୁ ଭିଡିଓ