ଦେଖନ୍ତୁ ଛାତିଥରା ଭିଡିଓ ; ରାସ୍ତାରେ ବୃଦ୍ଧଙ୍କୁ କଚାଡି କଚାଡି ମାରିଲା ଷଣ୍ଢ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ନାସିକ ଜିଲା ମାଲେଗାଓଁରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଆଶ୍ଚର୍ଯ୍ୟ ସହ ଭୟଭୀତ କରୁଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓଟି ଗତ ସପ୍ତାହର ବୋଲି ଜଣାପଡିଛି। ମାତ୍ର ଏବେ ଏହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ନିଶ୍ଚୟ ଭୟଭୀତ ଲାଗିବ। ଭିଡିଓରେ ଦେଖିପାରିବେ, କିଭଳି ରାସ୍ତାରେ ଯାଉଥିବା ଜଣେ … Continue reading ଦେଖନ୍ତୁ ଛାତିଥରା ଭିଡିଓ ; ରାସ୍ତାରେ ବୃଦ୍ଧଙ୍କୁ କଚାଡି କଚାଡି ମାରିଲା ଷଣ୍ଢ