ସୁନା, ରୁପା ନୁହେଁ ମହିଳା ପିନ୍ଧିଲେ କାଜୁବାଦାମ, ପେସ୍ତା, ଗୁଜୁରାତି ହାର , ଚୁଡି ଓ ଝୁମୁକା

ନୂଆଦିଲ୍ଲୀ : ବିବାହ ଭଳି ବିଶେଷ ଅବସରରେ ଲୋକେ ବିଭିନ୍ନ ପ୍ରକାର ପୋଷାକ ସହ ଅଳଙ୍କାର ପିନ୍ଧି ଥାଆନ୍ତି। ସୁନ୍ଦର ଓ ଅଲଗା ଦେଖା ଯିବା ପାଇଁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେଇଥାଆନ୍ତି। ଏଭଳି କି ଲୋକେ ନିଜର ବିବାହ ସମୟରେ ହେଉଥିବା ଅନେକ ରୀତିନୀତି ଯେଭଳି ମେହେନ୍ଦୀ, ହଳଦୀ, ବିବାହ ଆଦି ସମୟରେ ବିିଭିନ୍ନ ପ୍ରକାର ପୋଷକ ଓ ଅଳଙ୍କାର ପିନ୍ଧିଥାଆନ୍ତି। ଏହାର ଭିଡିଓ ମଧ୍ୟ କରି ଥାଆନ୍ତି। ଭିଡିଓ ଭାଇରାଲ ହେବା ପରେ … Continue reading ସୁନା, ରୁପା ନୁହେଁ ମହିଳା ପିନ୍ଧିଲେ କାଜୁବାଦାମ, ପେସ୍ତା, ଗୁଜୁରାତି ହାର , ଚୁଡି ଓ ଝୁମୁକା