କୋଟିପତି ଜଙ୍ଗଲବାବୁ ଗିରଫ; ଘରେ କରିଥିଲେ ଟଙ୍କାର ପାହାଡ

ଭୁବନେଶ୍ୱର : ଗିରଫ ହେଲେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଜଙ୍ଗଲବାବୁ ଗିରଫ ହୋଇଛନ୍ତି । ରାମଚନ୍ଦ୍ର ନେପାକଙ୍କୁ ଶନିବାର ଭିଜିଲାନ୍ସ ଟିମ୍‌ ଗିରଫ କରିଛି । ରେଞ୍ଜର ବାବୁଙ୍କ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯିବା ସହ ତାଙ୍କ ଘରୁ ପ୍ରାୟ ୧ କୋଟି ୪୩ ଲକ୍ଷ ଟଙ୍କା ଓ ଦେଢ କେଜି ସୁନା ଜବତ ହୋଇଥିଲା । ବ୍ୟାଙ୍କ ଆକାଉଣ୍ଟରେ ୧ କୋଟି … Continue reading କୋଟିପତି ଜଙ୍ଗଲବାବୁ ଗିରଫ; ଘରେ କରିଥିଲେ ଟଙ୍କାର ପାହାଡ