ଭିଡିଓରେ ଦେଖନ୍ତୁ; ବନ୍ଦେ ଭାରତ ଏକ୍ସପ୍ରେସରେ ଡାଲିରୁ ବାହାରିଲା ମଲା ଅସରପା..

ନୂଆଦିଲ୍ଲୀ : ବନ୍ଦେ ଭାରତ ଏକ୍ସପ୍ରେସରେ ଖାଦ୍ୟରୁ ବାହାରିଛି ଅସରପା। ଶିରିଡିରୁ ମୁମ୍ବାଇ ଯାତ୍ରା କରୁଥିବା ଏକ ପରିବାର ୧୯ ଅଗଷ୍ଟରେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ପରଷା ଯାଇଥିବା ଖାଦ୍ୟରେ ମଲା ଅସରପା ମିଳିଥିଲା। ଏହାକୁ ଭିତ୍ତି କରି ଏହି ପରିବାର ରେଲୱେର ଜଣେ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶେୟାର କରାଯାଇଥିବା ଭିଡିଓ ଓ ଫଟୋରେ ଡାଲି ଭିତରେ ମଲା … Continue reading ଭିଡିଓରେ ଦେଖନ୍ତୁ; ବନ୍ଦେ ଭାରତ ଏକ୍ସପ୍ରେସରେ ଡାଲିରୁ ବାହାରିଲା ମଲା ଅସରପା..