ମହଙ୍ଗା ପଡିଲା ଖେଳ; ଭିଡିଓରେ ଦେଖନ୍ତୁ ,ନାଗସାପକୁ ୧ ଘଣ୍ଟା ଚିଡାଇବା ପରେ..

ନୂଆଦିଲ୍ଲୀ : ସାପକୁ ଦେଖିଲେ ଭୟ ଲାଗିବା ସାଧାରଣ କଥା । ବିଶେଷ କରି ବର୍ଷା ଦିନେ ଅଧିକାଂଶ ସ୍ଥାନରେ ସାପ ଦେଖା ଯାଆନ୍ତି । କେତେକ ସମୟରେ କିଛି ଅସାବଧାନତା କାରଣରୁ ଲୋକେ ସାପ ଦଂଶନର ଶିକାର ହୋଇଥାଆନ୍ତି । ମାତ୍ର ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ମୁଣ୍ଡରେ ହାତ ଦେବେ । ଘଟଣାଟି ଆନ୍ଧ୍ରପ୍ରଦେଶର ବୋଲି ଜଣାପଡିଛି । ଆନ୍ଧ୍ରପ୍ରଦେଶରେ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ଦୀର୍ଘ … Continue reading ମହଙ୍ଗା ପଡିଲା ଖେଳ; ଭିଡିଓରେ ଦେଖନ୍ତୁ ,ନାଗସାପକୁ ୧ ଘଣ୍ଟା ଚିଡାଇବା ପରେ..