ଦେଖନ୍ତୁ ଭିଡିଓ ; ଏଥିପାଇଁ ହୋଟେଲ ସାମ୍ନାରେ ଦେଖା ଦେଇଥିଲା ବେରୋଜଗାରଙ୍କ ସୁଅ, ଘଟିଥିଲା ଏମିତି କିଛି..

ନୂଆଦିଲ୍ଲୀ : ଗୁଜରାଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି,ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ବେରୋଜଗାର ଯୁବକଙ୍କ ଏଭଳି ଏକ ସୁଅ ଦେଖିବାକୁ ମିଳିଛି,ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେଉଛି । ଭରୁଚରେ ହେଉଥିବା ଏକ ୱାକ୍‌-ଇନ୍‌-ଇଣ୍ଟରଭ୍ୟୁ ଦେବା ପାଇଁ ଯୁବକମାନେ ପହଞ୍ଚିଥିଲେ। ମାତ୍ର ସେଠାକାର ଯେଉଁ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି, ତାହା ଆଶ୍ଚର୍ଯ୍ୟ କରିବ। गुजरात में अंकलेश्वर की होटल के बहार … Continue reading ଦେଖନ୍ତୁ ଭିଡିଓ ; ଏଥିପାଇଁ ହୋଟେଲ ସାମ୍ନାରେ ଦେଖା ଦେଇଥିଲା ବେରୋଜଗାରଙ୍କ ସୁଅ, ଘଟିଥିଲା ଏମିତି କିଛି..