ଦେଖନ୍ତୁ ଭିଡିଓ ; ସଫାରୀରେ ଯାଇ ସିଂହ ମୁଣ୍ଡରେ ହାତ ମାରିଲେ ପର୍ଯ୍ୟଟକ, ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜଙ୍ଗଲ ସଫାରୀର ଭିଡିଓ ଭାଇରାଲ ହେଉଥାଏ । ସାଧାରଣତଃ ଜଙ୍ଗଲୀ ଜୀବଜନ୍ତୁଙ୍କ ନାମ ଶୁଣିଲେ କିମ୍ବା ନିକଟରୁ ଦେଖିଲେ ଭୟ ଲାଗି ଥାଏ । ମାତ୍ର ଅନେକ ଲୋକେ ଜଙ୍ଗଲ ସଫାରୀକୁ ପସନ୍ଦ କରି ଥାଆନ୍ତି । ସଫାରୀ ସମୟରେ ଜୀବଜନ୍ତୁଙ୍କ ଅନେକ ଭିଡିଓକୁ କ୍ୟାମେରାରେ କଏଦ କରି ଥାଆନ୍ତି। ୧୬ ଅଗଷ୍ଟରେ ୨ ଦୁର୍ଲ୍ଲଭ ଯୋଗ: ୫ ରାଶିଙ୍କୁ ମିଳିବ ଲାଭ ହିଁ ଲାଭ, ବଦଳିଯିବ ଭାଗ୍ୟ, … Continue reading ଦେଖନ୍ତୁ ଭିଡିଓ ; ସଫାରୀରେ ଯାଇ ସିଂହ ମୁଣ୍ଡରେ ହାତ ମାରିଲେ ପର୍ଯ୍ୟଟକ, ଆଉ ତା’ପରେ..