ଦେଖନ୍ତୁ ଭିଡିଓ ; ନଦୀ କୂଳରେ ବୁଲୁଥିଲା କୁକୁର, ଆଖି ପିଛୁଳାକେ ଝାମ୍ପି ନେଲା କୁମ୍ଭୀର..

ନୂଆଦିଲ୍ଲୀ : କୁମ୍ଭୀର ଏକ ଭୟଙ୍କର ଜନ୍ତୁ। ଏହାକୁ ଦେଖିବା ମାତ୍ରେ ସାଧାରଣତଃ ଭୟ ଲାଗିଥାଏ। ତେବେ ଚିନ୍ତା କରନ୍ତୁ ନଦୀ କୂଳରେ ବୁଲୁଥିବା ସମୟରେ ହଠାତ୍‌ ଯଦି କୁମ୍ଭୀର ଆସିଯାଏ, ପରିସ୍ଥିତି କ’ଣ ହେବ। ସୋସିଆଲ ମିଡିଆରେ ଅନେକ ସମୟରେ କୁମ୍ଭୀର ଆକ୍ରମଣର ଅନେକ ଭିଡିଓ ଦେଖିବାକୁ ମିଳିଥାଏ। ଯାହାକୁ ଦେଖି ଖୁବ୍‌ ଭୟଭୀତ ଲାଗିଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି। pic.twitter.com/0KeE5UcDCg — Wildlife Uncensored (@TheeDarkCircle) … Continue reading ଦେଖନ୍ତୁ ଭିଡିଓ ; ନଦୀ କୂଳରେ ବୁଲୁଥିଲା କୁକୁର, ଆଖି ପିଛୁଳାକେ ଝାମ୍ପି ନେଲା କୁମ୍ଭୀର..