ଦେଖନ୍ତୁ ଆଶ୍ଚର୍ଯ୍ୟ କରିବ ଷଣ୍ଢର ଏହି ଭିଡିଓ; ପ୍ରଥମେ ତଳେ ପକାଇ ମାରିଲେ, ତା’ପରେ ଶ୍ରଦ୍ଧାଳୁଙ୍କୁ..

ନୂଆଦିଲ୍ଲୀ : ଭାରତ ଦେଶରେ ଅନେକ ମନ୍ଦିର ରହିଛି । ସେଠାରେ ଭକ୍ତ ଭଗବାନଙ୍କୁ ପୂଜାର୍ଚ୍ଚନା କରି ଥାଆନ୍ତି । ମନ୍ଦିରରେ ଭଗବାନଙ୍କୁ ପୂଜାର୍ଚ୍ଚନା କରିବା ଭଳି ତାଙ୍କ ବାହନକୁ ମଧ୍ୟ ପୂଜାର୍ଚ୍ଚନା କରାଯାଉଥିବା ଦେଖାଯାଏ । କୁହାଯାଏ ନନ୍ଦି ଭଗବାନ ଶିବ ଶଙ୍କରଙ୍କୁ ଖୁବ୍‌ ପ୍ରିୟ । ସୋସିଆଲ ମିଡିଆରେ ମନ୍ଦିର ଭିତରେ ଜଣେ ଭକ୍ତ-ଷଣ୍ଢଙ୍କ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଏହି ଭିଡିଓ ଆପଣଙ୍କୁ … Continue reading ଦେଖନ୍ତୁ ଆଶ୍ଚର୍ଯ୍ୟ କରିବ ଷଣ୍ଢର ଏହି ଭିଡିଓ; ପ୍ରଥମେ ତଳେ ପକାଇ ମାରିଲେ, ତା’ପରେ ଶ୍ରଦ୍ଧାଳୁଙ୍କୁ..