ଭିଡିଓରେ ଦେଖନ୍ତୁ; କାଶ୍ମୀରରେ ଆତଙ୍କୀ ନିହତ ହେବାର ଲାଇଭ୍‌ ଭିଡିଓ..

ଶ୍ରୀନଗର : ଜମ୍ମୁ-କାଶ୍ମୀରର ବାରାମୂଳାର ଚକ ଟପ୍ପର କ୍ରେରି ପଟ୍ଟନ ଅଞ୍ଚଳରେ ଶନିବାର ସେପ୍ଟେମ୍ବର ୧୪ରେ ସେନାଙ୍କ ଗୁଳିରେ ୩ ଆତଙ୍କୀ ନିହତ ହୋଇଛନ୍ତି । ଏହି ଗୁଳିବିନିମୟର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ସାମ୍ନାକୁ ଆସିଛି । ଭିଡିଓରେ ଦେଖାଯାଉଛି, ଏକ ଆତଙ୍କବାଦୀ କିଭଳି ଏକ ଅଟ୍ଟାଳିକାରୁ ଖସି ପଳାଉଛି । ଏହାପରେ ସେନାଙ୍କ ଗୁଳିରେ ନିହତ ହେଉଛି । ଆତଙ୍କବାଦୀ ଓ ସେନାଙ୍କ ମଧ୍ୟରେ ଏହି ଗୁଳିବିନିମୟ ରାତି ସାରା ଲାଗି ରହିଥିଲା … Continue reading ଭିଡିଓରେ ଦେଖନ୍ତୁ; କାଶ୍ମୀରରେ ଆତଙ୍କୀ ନିହତ ହେବାର ଲାଇଭ୍‌ ଭିଡିଓ..