ଦୁବାଇ ବିମାନବନ୍ଦର ଜଳମଗ୍ନ, ସପିଂ ମଲରେ ଆଣ୍ଠୁଏ ପାଣି: ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ଦୁବାଇରେ ଅବସ୍ଥା ଅତ୍ୟନ୍ତ ଶୌଚନୀୟ। ରାସ୍ତା ଓ ସପିଂ ମଲରେ ଆଣ୍ଠୁଏ ଉପରେ ପାଣି ଜମା ହୋଇଥିବା ବେଳେ ବିଭିନ୍ନ ଘରର ଛାତରୁ ପାଣି ଲିକ୍‌‌ ହେବାର ଦେଖିବାକୁ ମିଳିଛି। ଦୁବାଇ ସମେତ ବାହାରେନରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ମଙ୍ଗଳବାର ଦିନ ପ୍ରବଳ ବର୍ଷା ହେବା କାରଣରୁ ସମଗ୍ର ସହର ଜଳମଗ୍ନ ହୋଇଥିଲା। ବ୍ୟସ୍ତବହୁଳ ଭରା ଏହି ଦୁବାଇ ସହରରେ ଲୋକମାନଙ୍କ ଯାତାୟତ ଯେପରି ବର୍ଷା ପାଇଁ … Continue reading ଦୁବାଇ ବିମାନବନ୍ଦର ଜଳମଗ୍ନ, ସପିଂ ମଲରେ ଆଣ୍ଠୁଏ ପାଣି: ଦେଖନ୍ତୁ ଭିଡ଼ିଓ