ମହଙ୍ଗା ପଡିଲା ରିଲ୍ସ ; ନାଚି ନାଚି ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ନାଗପୁରରେ ରିଲ୍ସ କରିବା ସମୟରେ ଜଣେ ଯୁବକଙ୍କ ସହ ଏପରି କିଛି ହୋଇଛି, ଯାହା ସଭିଁଙ୍କୁ ଭୟଭୀତ କରିବ । ରିଲ୍ସ ସମୟର ସେହି ଛାତି ଥରା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ରିଲ୍ସ କରି ଲୋକପ୍ରିୟ ହେବା ଚିନ୍ତାଧାରାରେ ଅଧିକାଂଶ ସମୟରେ ଲୋକେ ନିଜ ଜୀବନକୁ ବିପଦରେ ପକାଇ ଥାଆନ୍ତି। ରିଲ୍ସ ନେଲା ଜୀବନ.. pic.twitter.com/ma4QhqVlv9 — Samaja Live (@samajalive) August 17, 2024 ଶ୍ରାବଣର … Continue reading ମହଙ୍ଗା ପଡିଲା ରିଲ୍ସ ; ନାଚି ନାଚି ଚାଲିଗଲା ଯୁବକଙ୍କ ଜୀବନ