କାର୍ତ୍ତିକ ମାସରେ ବେଲଗାମ ପରିବା ଦର; ରୋଷେଇ ହେବ କେମିତି କହୁଛନ୍ତି ଖାଉଟି..

କଟକ : କାର୍ତ୍ତିକ ମାସ ଆରମ୍ଭରେ ଆକାଶ ଛୁଆଁ ହୋଇଛି ପରିବା ଦର। ମାସ ଆରମ୍ଭରୁ ବେଲଗାମ ପରିବା ଦର କନ୍ଦାଇବା ଆରମ୍ଭ କରିଥିବା ବେଳେ ଆଗକୁ ବାତ୍ୟା ଆଶଙ୍କା ଗ୍ରାହକଙ୍କ କଷ୍ଟକୁ ଦ୍ୱିଗୁଣିତ କରିଛି। କଞ୍ଚା ପନିପରିବା ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ବଢାଇ ଦେଇଛି। କାର୍ତିକ ମାସରେ ପରିବାର ଚାହିଦା ଅଧିକ ଥିବାରୁ ଛତ୍ର ବଜାର ରେ ପରିବା କିଣିବା ପାଇଁ ଭିଡ ଜମିଛି। କିଛି ଦିନ ତଳେ ପନିପରିବା ଦର ଯାହା ରହିଥିଲା … Continue reading କାର୍ତ୍ତିକ ମାସରେ ବେଲଗାମ ପରିବା ଦର; ରୋଷେଇ ହେବ କେମିତି କହୁଛନ୍ତି ଖାଉଟି..