ବାସ୍ତୁ : ଅନ୍ୟ ଠାରୁ ଲୁଣ,ଛୁଞ୍ଚି ମାଗିକି ଆଣୁଛନ୍ତି କି?

ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ଘରେ ସୁଖସମୃଦ୍ଧି ଓ ସମ୍ପନ୍ନତା ଆସିଥାଏ। ଯାହାକି ସଭିଁଙ୍କ ଜୀବନରେ ବେଶ ମହତ୍ତ୍ୱପୂର୍ଣ୍ଣ। ବାସ୍ତୁ ଶାସ୍ତ୍ରରେ ଏପରି କେତେକ ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହାକୁ ମାଗଣାରେ ଆଣିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ମାଗଣାରେ ଏହି ଜିନିଷ ଆଣିବା ଦ୍ୱାରା କାଙ୍ଗାଳ କରିଥାଏ। ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଜାଣନ୍ତୁ ସେହି ସମସ୍ତ ଜିନିଷ ବିଷୟରେ ଯାହାକୁ କଦାପି ମାଗଣାରେ ଆଣିବା ଉଚିତ୍‌‌ ନୁହେଁ। ବାସ୍ତୁ ଶାସ୍ତ୍ର … Continue reading ବାସ୍ତୁ : ଅନ୍ୟ ଠାରୁ ଲୁଣ,ଛୁଞ୍ଚି ମାଗିକି ଆଣୁଛନ୍ତି କି?