ଘର ପୋଛିବା ସମୟରେ ଆପଣନ୍ତୁ ଏହି ବାସ୍ତୁ ନିୟମ: ସର୍ବଦା ରହିବ ମା’ଲକ୍ଷ୍ମୀଙ୍କ କୃପା..
ବାସ୍ତୁ ଶାସ୍ତ୍ର ଅନୁସାରେ ଘରକୁ ସଫା-ସୁତୁରା ରଖିବାର ଅନେକ ମହତ୍ତ୍ୱ ରହିଛି । ଏହା ପରିବାର ସଦସ୍ୟଙ୍କ ପାଇଁ ଶୁଭଙ୍କର ହେବା ସହ ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଓ ବିଶେଷ କୃପା ପ୍ରାପ୍ତି ହୋଇଥାଏ । ମାତ୍ର ଘର ପୋଛିବାର ଶୈଳୀ ନେଇ ବାସ୍ତୁ ଶାସ୍ତ୍ରରେ କିଛି ଉପାୟ ବର୍ଣ୍ଣନା କରାଯାଇଛି । ଏହି ନିୟମରେ ଘର ପୋଛିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ହେବା ସହ ଅନେକ ସମସ୍ୟା ଦୂର ହେବ । ଘର ପୋଛିବାର … Continue reading ଘର ପୋଛିବା ସମୟରେ ଆପଣନ୍ତୁ ଏହି ବାସ୍ତୁ ନିୟମ: ସର୍ବଦା ରହିବ ମା’ଲକ୍ଷ୍ମୀଙ୍କ କୃପା..
Copy and paste this URL into your WordPress site to embed
Copy and paste this code into your site to embed