ଏହି ମନିପ୍ଲାଣ୍ଟ ଥିଲେ ହୋଇଯିବେ କାଙ୍ଗାଳ; ଧନୀ ପାଖରେ ବି ରହିବନି ଟଙ୍କା..

ଧନ ସମ୍ପତ୍ତି ଓ ସୁଖସମୃଦ୍ଧିରେ ବୃଦ୍ଧି ପାଇଁ ଲୋକେ ଘରେ ଓ ବଗିଚାରେ ମନିପ୍ଲାଣ୍ଟ ବୃକ୍ଷ ଲଗାଇ ଥାନ୍ତି । ମାତ୍ର ଏହାକୁ ରଖିବାର କିଛି ବିଶେଷ ନିୟମ ମଧ୍ୟ ରହିଛି । ବାସ୍ତୁ ଅନୁସାରେ ମନି ପ୍ଲାଣ୍ଟ ଲଗାଇବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । କିଛି ଭୁଲ୍‌ କରିବା ଦ୍ୱାରା ମନି ପ୍ଲାଣ୍ଟ ଧନୀକୁ ମଧ୍ୟ କାଙ୍ଗାଳ କରି ଦେଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଦାପି … Continue reading ଏହି ମନିପ୍ଲାଣ୍ଟ ଥିଲେ ହୋଇଯିବେ କାଙ୍ଗାଳ; ଧନୀ ପାଖରେ ବି ରହିବନି ଟଙ୍କା..