ଧନହାନୀ ସହ ହେବେ କାଙ୍ଗାଳ! କରୁଥିଲେ ଏହି ଭୁଲ୍‌‌..

ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି। ଘରର ଏହି ୩ଟି ସ୍ଥାନରେ କରୁଥିବା କିଛି ଭୁଲ୍‌‌ ପାଇଁ ଧନହାନୀ ସମସ୍ୟା ଲାଗି ରହିଥାଏ। ସେହି ଭୁଲ୍‌‌ ପାଇଁ ମଣିଷ କାଙ୍ଗାଳ ହୋଇଯାଏ। ଧନହାନୀ କାରଣରୁ ଅଧିକାଂଶ ନିଜ ଭାଗ୍ୟକୁ ଦୋଷ ଦେଇଥାଆନ୍ତି। ମାତ୍ର କିଛି ଭୁଲ୍‌‌ ପାଇଁ ଧନହାନୀ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଧନହାନୀର କାରଣ ଘରେ ଥିବା କିଛି ସ୍ୱତନ୍ତ୍ର ସ୍ଥାନରେ କରୁଥିବା ଭୁଲ୍‌‌। ଜାଣନ୍ତୁ ସେହି ଭୁଲ୍‌‌ ଗୁଡିକ କ’ଣ.. ଉତ୍ତର … Continue reading ଧନହାନୀ ସହ ହେବେ କାଙ୍ଗାଳ! କରୁଥିଲେ ଏହି ଭୁଲ୍‌‌..