ବାସ୍ତୁ : ଜାଣନ୍ତୁ.. ଘରେ କଳହର କାରଣ ନୁହେଁ ତ ଏମିତି ପୋଷାକ ଟାଙ୍ଗିବା..

ଅନେକ ସମୟରେ ଲୋକେ ନିଜର ନିତିଦିନିଆ ଜୀବନରେ ଜାଣତରେ ଅଜାଣତରେ ଏଭଳି କିଛି କାର୍ଯ୍ୟ କରନ୍ତି, ଯାହା ଜୀବନରେ ଅନେକ ପ୍ରଭାବ ପକାଏ । ସେଭଳି କିଛି କାର୍ଯ୍ୟ ମଧ୍ୟରୁ ଗୋଟିଏ ହେଉଛି କବାଟ ପଛପଟେ ପୋଷାକ ଟାଙ୍ଗି ରଖିବା । ଅଧିକାଂଶ ସମୟରେ ଲୋକେ ବାହାରୁ ଘରକୁ ଫେରି ପୋଷାକ ପାଲଟିବା ପରେ ଏହାକୁ କବାଟ ପଛପଟେ ଟାଙ୍ଗି ଦେଇ ଥାନ୍ତି । ବାସ୍ତୁ ନିୟମରେ ଅନୁସାରେ ଏଭଳି କରିବା ଆଦୌ ଉଚିତ୍‌ ନୁହେଁ । … Continue reading ବାସ୍ତୁ : ଜାଣନ୍ତୁ.. ଘରେ କଳହର କାରଣ ନୁହେଁ ତ ଏମିତି ପୋଷାକ ଟାଙ୍ଗିବା..