ବାସ୍ ଏହି ଗୋଟିଏ ଉପାୟ: ଶିବ,ଶନି ହେବେ ପ୍ରସନ୍ନ ,ରାହୁ ଦୋଷ ଦୂର ହୋଇ ରୋଗ, କଷ୍ଟ ହେବ ଦୂର..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକଙ୍କ ଜାତକରେ ନବଗ୍ରହ ଓ ନକ୍ଷତ୍ରଙ୍କ ପ୍ରଭାବ ରହିଛି। ଏହାର ପ୍ରଭାବ ଜୀବନ ଉପରେ ମଧ୍ୟ ପଡିଥାଏ। ନବଗ୍ରହଙ୍କ ମଧ୍ୟରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। କର୍ମଫଳ ଦାତା ଓ ନ୍ୟାୟ ଦେବତା ଶନି ଗ୍ରହ ସବୁଠାରୁ ସବୁଠାରୁ ଧିମା ଗତିରେ ଚଳନ କରୁଥିବା ଗ୍ରହ ବୋଲି ମାନ୍ୟତା ରହିଛି। ପ୍ରାୟ ଗୋଟିଏ ରାଶିରେ ଶନି ଅଢେଇ ବର୍ଷ ରହି ଥାଆନ୍ତି। ଏହାସହ ଶନିଙ୍କ ସାଢେସାତୀ ଓ ଦୈତ୍ୟ ଠାରୁ ଆରମ୍ଭ … Continue reading ବାସ୍ ଏହି ଗୋଟିଏ ଉପାୟ: ଶିବ,ଶନି ହେବେ ପ୍ରସନ୍ନ ,ରାହୁ ଦୋଷ ଦୂର ହୋଇ ରୋଗ, କଷ୍ଟ ହେବ ଦୂର..