ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହ ଅନୁଷ୍ଠିତ
ଭୁବନେଶ୍ୱର : ଅଫେରା ରାଇଜରେ ବରିଷ୍ଠ ଓ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି । ଏହା ମଧ୍ୟରେ ବିତି ଯାଇଛି ୧୦ ଦିନ । ରବିବାର ଅର୍ଥାତ୍ ମାର୍ଚ୍ଚ ୯ରେ ପଟିଆ ସ୍ଥିତ ଏକ ହୋଟେଲରେ ଉତ୍ତମ ମହାନ୍ତିଙ୍କ ଏକାଦଶାହ ଅନୁଷ୍ଠିତ ହୋଇଯାଇଛି । ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହରେ ବିଶିଷ୍ଟ ନେତା, ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତା ଯୋଗ ଦେଇଥିଲେ । ଅଧିକାଂଶ ବ୍ୟକ୍ତିବିଶେଷ ଏହି ସମୟରେ ଭାବବିହ୍ଵଳ ହୋଇଥିବା ଦେଖାଯାଇଥିଲା । ଉପମୁଖ୍ୟମନ୍ତ୍ରୀ … Continue reading ଦିବଙ୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କ ଏକାଦଶାହ ଅନୁଷ୍ଠିତ
Copy and paste this URL into your WordPress site to embed
Copy and paste this code into your site to embed