ଡକ୍ଟର ଉଷା ଠାକୁରଙ୍କୁ ଦ୍ୱାଦଶ ବିଶ୍ୱ ହିନ୍ଦୀ ପୁରସ୍କାର

ଡେସ୍କ: ହିନ୍ଦୀ ସାହିତ୍ୟର ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟର ଉଷା ଠାକୁରଙ୍କୁ ଦ୍ୱାଦଶ ବିଶ୍ୱ ହିନ୍ଦୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ନେପାଳରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ହିନ୍ଦୀ ସମ୍ବାଦ କାର୍ଯ୍ୟକ୍ରମରେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଡ. ଉଷା ଠାକୁର ୪୦ରୁ ଅଧିକ ସାହିତ୍ୟିକଙ୍କ ରଚନାକୁ ହିନ୍ଦୀ ଓ ନେପାଳୀ ଭାଷାରେ ଅନୁବାଦ କରିବା ସହ ହିନ୍ଦୀ ଭାଷାକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହି ପୁରସ୍କାର ଭାରତ … Continue reading ଡକ୍ଟର ଉଷା ଠାକୁରଙ୍କୁ ଦ୍ୱାଦଶ ବିଶ୍ୱ ହିନ୍ଦୀ ପୁରସ୍କାର