ଏସି ଓ ଫ୍ୟାନ୍ ଏକାଠି ଚାଲିବା ଦ୍ବାରା ଶୀଘ୍ର ଥଣ୍ଡା ହୁଏ କି ଘର ? ଜାଣନ୍ତୁ…

ନୂଆଦିଲ୍ଲୀ : ଗରମରୁ ରକ୍ଷା ପାଇବା ପାଇଁ ସମସ୍ତେ ଭିନ୍ନ ପ୍ରକାର ଉପାୟ ଆପଣାନ୍ତି । ମେ-ଜୁନ ମାସ ଗରମରେ ଘରର ତାପମାତ୍ରାକୁ ଥଣ୍ଡା କରିବା ପାଇଁ ଅନେକ ସମୟ ଲାଗିଥାଏ । ଅନେକ ବିଶେଷଜ୍ଞ କୁହନ୍ତି କି ଏସି ଏବଂ ଫ୍ୟାନ୍ ଏକାଠି ଚଳାଇବା ଫଳରେ ଘର ଜଲଦି ଥଣ୍ଡା ହୋଇଯାଏ ଏବଂ ବିଜୁଳି ଖର୍ଚ୍ଚ ମଧ୍ୟ କମିଥାଏ । ଗରମ ଦିନରେ ଏସି ବ୍ୟବହାର କରି ଆପଣ ଥଣ୍ଡାରୁ ମୁକ୍ତି ପାଇପାରିବେ । କିନ୍ତୁ … Continue reading ଏସି ଓ ଫ୍ୟାନ୍ ଏକାଠି ଚାଲିବା ଦ୍ବାରା ଶୀଘ୍ର ଥଣ୍ଡା ହୁଏ କି ଘର ? ଜାଣନ୍ତୁ…