ଅଦାଲତରେ ଶୁଣାଣି ବେଳେ ବିଚାରପତିଙ୍କୁ ଅତର୍କିତ ଆକ୍ରମଣ କଲା ଅଭିଯୁକ୍ତ; ଭିଡିଓ ଭାଇରାଲ୍
ୱାଶିଂଟନ୍: ଆମେରିକାର ଲସ୍ ଭେଗାସ୍ସ୍ଥିତ ଅଦାଲତରେ ଶୁଣାଣି ସମୟରେ ଜଣେ ଅଭିଯୁକ୍ତ ମହିଳା ବିଚାରପତିଙ୍କ ଉପରେ ଆକ୍ରମଣ କରିଛି। ଅଭିଯୁକ୍ତ ଜଣକ ହଠାତ୍ ଟେବୁଲରୁ ଉପରକୁ ଡେଇଁପଡି ମହିଳା ବିଚାରପତିଙ୍କୁ ଆକ୍ରମଣ କରି ତାଙ୍କୁ ମାଡ ମାରିଥିଲା। ସବୁକିଛି ଏତେ ଶୀଘ୍ର ଘଟିଥିଲା ଯେ କୋର୍ଟରେ ଉପସ୍ଥିତ ସୁରକ୍ଷାକର୍ମୀ ଏବଂ ଅନ୍ୟ ଲୋକମାନେ ମହିଳା ବିଚାରପତିଙ୍କୁ ରକ୍ଷା କରିପାରିଲେ ନାହିଁ। କୌଣସି ପ୍ରକାରେ ସୁରକ୍ଷାକର୍ମୀ ଅଭିଯୁକ୍ତକୁ କାବୁ କରିଥିଲେ ଏବଂ ପରବର୍ତ୍ତୀ ସମରେ ତାକୁ ଜେଲକୁ ପଠାଇ … Continue reading ଅଦାଲତରେ ଶୁଣାଣି ବେଳେ ବିଚାରପତିଙ୍କୁ ଅତର୍କିତ ଆକ୍ରମଣ କଲା ଅଭିଯୁକ୍ତ; ଭିଡିଓ ଭାଇରାଲ୍
Copy and paste this URL into your WordPress site to embed
Copy and paste this code into your site to embed