ମୃତ୍ୟୁ ପୂର୍ବରୁ ଘଟେ ଏହି ୪ଟି ରହସ୍ୟମୟ ଘଟଣା..

ମୃତ୍ୟୁ ଏକ ଅଟଳ ସତ୍ୟ। ପୃଥିବୀ ପୃଷ୍ଠରେ ଜନ୍ମ ନେଇଥିବା ପ୍ରତ୍ୟେକ ପ୍ରାଣୀଙ୍କ ଦିନେ ନା ଦିନେ ମୃତ୍ୟୁ ନିଶ୍ଚିତ। ତେବେ କେହି ମଧ୍ୟ ଜାଣନ୍ତି ନାହିଁ ମୃତ୍ୟୁ ପରେ କ’ଣ ଘଟେ। ମାତ୍ର କିଛି ଲୋକେ ଏହା ଦାବି କରନ୍ତି ଯେ, ମୃତ୍ୟୁ ପରର ଦୁନିଆ ଦେଖିବା ପରେ ସେମାନେ ପୁଣି ଫେରି ଆସିଛନ୍ତି। ସେହିଭଳି ଦୁନିଆରେ ଏଭଳି ମଧ୍ୟ କିଛି ଲୋକେ ଅଛନ୍ତି, ମୃତ୍ୟୁ ପୂର୍ବରୁ ଘଟୁଥିବା କିଛି ରହସ୍ୟମୟ ଘଟଣା ଓ ଦେଖା … Continue reading ମୃତ୍ୟୁ ପୂର୍ବରୁ ଘଟେ ଏହି ୪ଟି ରହସ୍ୟମୟ ଘଟଣା..