ସାବଧାନ୍! ଓଜନ ହ୍ରାସ ଏବଂ ମଧୁମେହ ରୋକିବା ନାଁରେ ମିଳୁଛି ନକଲି ଔଷଧ….

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତ ବହୁଳ ସମୟରେ ଓଜନ ବୃଦ୍ଧି ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି। ଓଜନ ହ୍ରାସ କରିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛି। କିଏ ସକାଳେ ପ୍ରତିଦିନ ବ୍ୟାୟାମ କରୁଛି ତ ଆଉ କିଏ ଜିମ୍ ରେ ସମୟ ବିତାଉଛି। କେହି କେହି ଓଜନ ହ୍ରାସ ଲାଗି ବଜାରରେ ଉପଲବ୍ଧ ହେଉଥିବା ଔଷଧ ଗୁଡିକୁ ଖାଇଥାନ୍ତି। ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଓଜନ ହ୍ରାସ ଏବଂ … Continue reading ସାବଧାନ୍! ଓଜନ ହ୍ରାସ ଏବଂ ମଧୁମେହ ରୋକିବା ନାଁରେ ମିଳୁଛି ନକଲି ଔଷଧ….