ଚାକିରିରୁ ବିଦା ହେଲେ ଆଇଏଏସ ଅଧିକାରୀ ପୂଜା ଖେଡକର, ଆଉ ଦେଇପାରିବେନି ୟୁପିଏସସି ପରୀକ୍ଷା

ସମାଜ ଡିଜିଟାଲ ଡେସ୍କ: ଠକେଇ ଏବଂ ଜାଲିଆତି ବଳରେ ଚାକିରି କରି ବିବାଦ ଘେରକୁ ଆସିଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ) ପୂଜା ଖେଡକରଙ୍କ ବିରୋଧରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂଜାଙ୍କୁ ଆଇଏଏସ ଚାକିରିରୁ ବହିସ୍କାର କରାଯିବା ସହିତ ଭବିଷ୍ୟତରେ ସମସ୍ତ ପରୀକ୍ଷା ଲାଗି ତାଙ୍କ ପ୍ରାର୍ଥିତ୍ଵକୁ ରଦ୍ଦ କରାଯାଇଛି। ୟୁପିଏସସି ପକ୍ଷରୁ ପୂଜାଙ୍କ ଦ୍ଵାରା ଦାଖଲ କରାଯାଇଥିବା ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଥିବାବେଳେ ସେ ନାଗରିକ ସେବା ପରୀକ୍ଷା … Continue reading ଚାକିରିରୁ ବିଦା ହେଲେ ଆଇଏଏସ ଅଧିକାରୀ ପୂଜା ଖେଡକର, ଆଉ ଦେଇପାରିବେନି ୟୁପିଏସସି ପରୀକ୍ଷା