ଜେଲ ଯିବେ, ଚାକିରୀ ବି ଯିବ – ଅଡୁଆରେ ବିବାଦୀୟ ଆଇଏଏସ ପୂଜା ଖେଡକର

ଡେସ୍କ: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୨୦୨୨ରେ ଅସ୍ଥାୟୀ ଭାବେ ସୁପାରିଶ ହୋଇଥିବା ପ୍ରାର୍ଥୀ ପୂଜା ମନୋରମା ଦିଲୀପ ଖେଡକରଙ୍କ ଘଟଣାରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପଦକ୍ଷେପ ନେବା ଆରମ୍ଭ କରିଛି। ୟୁପିଏସସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୂଜା ଖେଡ଼କର ଆବଶ୍ୟକତା ଠାରୁ ଅଧିକ ଥର ନିଜର ନାମ, ପିତାମାତାଙ୍କ ନାମ, ଫଟୋ, ଦସ୍ତଖତ, ଇମେଲ ଆଇଡି, ମୋବାଇଲ୍ ନମ୍ବର ଏବଂ ଠିକଣା ବଦଳାଇ ନିଜର ପରିଚୟ ଜାଲିଆତି କରିଛନ୍ତି। ୟୁପିଏସସି ତାଙ୍କ ବିରୋଧରେ … Continue reading ଜେଲ ଯିବେ, ଚାକିରୀ ବି ଯିବ – ଅଡୁଆରେ ବିବାଦୀୟ ଆଇଏଏସ ପୂଜା ଖେଡକର