ମୋବାଇଲ ୱାଲେଟ ନେଣଦେଣ ୫୩୧ ଲକ୍ଷ କୋଟି ଟପିବ

ନୂଆଦିଲ୍ଲୀ : ୱାଲେଟ ନେଣଦେଣ ୨୦୧୯ରୁ ୨୦୨୩ ମଧ୍ୟରେ ୭୨.୧% ବାର୍ଷିକ ଅଭିବୃଦ୍ଧି (ସିଏଜିଆର୍‌) ହୋଇ ୨୦୨୩ରେ ୨୦୨.୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିବା ଗ୍ଲୋବାଲ ଡାଟା ରିପୋର୍ଟରୁ ଜଣାପଡ଼ିଛି। ଭାରତରେ ମୋବାଇଲ ୱାଲେଟର ଚଳନ ବଢ଼ୁଥିବା ବେଳେ ଏହା ପାରମ୍ପରିକ ନଗଦ ଓ କାର୍ଡ ନେଣଦେଣକୁ ପଛରେ ପକାଇ ପ୍ରାଥମିକ ନେଣଦେଣର ବିକଳ୍ପ ଦିଗରେ ଦ୍ରୁତଗତିରେ ଅଗ୍ରସର ହେଉଛି। ଆସନ୍ତା କିଛି ବର୍ଷରେ ଭାରତରେ ମୋବାଇଲ ୱାଲେଟ ମାଧ୍ୟମରେ ନେଣଦେଣ ବୃଦ୍ଧି ପାଇ ୨୦୨୮ ସୁଦ୍ଧା … Continue reading ମୋବାଇଲ ୱାଲେଟ ନେଣଦେଣ ୫୩୧ ଲକ୍ଷ କୋଟି ଟପିବ