ଲଗାତର ବଢୁଛନ୍ତି ଉପଭୋକ୍ତା, ଚଳିତ ଆର୍ଥିକ ବର୍ଷରେ ରେକର୍ଡ କଲା ୟୁପିଆଇ ନେଣଦେଣ

ନୂଆଦିଲ୍ଲୀ : ଭାରତରେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ନେଣଦେଣ ଗତ ଆର୍ଥିକ ବର୍ଷ ତୁଳନାରେ ବୃଦ୍ଧି ପାଇଛି ।  ମାର୍ଚ୍ଚ ୨୦୨୪ରେ ମଧ୍ୟ ମାର୍ଚ୍ଚ ୨୦୨୩ ତୁଳନାରେ ନେଣଦେଣ ମାତ୍ରା ୫୫ ପ୍ରତିଶତ ବୃଦ୍ଧି ପାଇ ୧୩.୪୪ ବିଲିୟନ୍ ଏବଂ ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇ ୧୯.୭୮ ଟ୍ରିଲିୟନ୍ ଟଙ୍କା ହୋଇଛି । ପ୍ରଥମ ଥର ପାଇଁ ୟୁପିଆଇ ନେଣଦେଣ ୧୦୦ ବିଲିୟନ୍ ପାର୍ କରିଛି ଏବଂ ଆର୍ଥିକ ବର୍ଷରେ ୧୩୧ ବିଲିୟନରେ ବନ୍ଦ ହୋଇଛି … Continue reading ଲଗାତର ବଢୁଛନ୍ତି ଉପଭୋକ୍ତା, ଚଳିତ ଆର୍ଥିକ ବର୍ଷରେ ରେକର୍ଡ କଲା ୟୁପିଆଇ ନେଣଦେଣ