ସେପ୍ଟେମ୍ବରରେ ୨୦.୬୪ ଲକ୍ଷ କୋଟି ଟଙ୍କାର ନେଣଦେଣ

ନୂଆଦିଲ୍ଲୀ : ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଜରିଆରେ ହେଉଥିବା ନେଣଦେଣର ମୂଲ୍ୟ ସେପ୍ଟେମ୍ବରରେ ବାର୍ଷିକ ଆଧାରରେ ୩୧ ପ୍ରତିଶତ ବୃଦ୍ଧି ପାଇ ୨୦.୬୪ ଲକ୍ଷ କୋଟି ଟଙ୍କା ହୋଇଯାଇଛି । ଏହି ସମୟରେ ଟ୍ରାଞ୍ଜାକ୍ସନ ସଂଖ୍ୟା ମଧ୍ୟ ବାର୍ଷିକ ଆଧାରରେ ୪୨ପ୍ରତିଶତ ବଢି ୧୫.୦୪ ଅରବ ହୋଇଯାଇଛି । ଏନପିସିଆଇ ତରଫରୁ ଜାରି ସୂଚନା ଅନୁସାରେ ଏହି ତଥ୍ୟ ମିଳିଛି । Related Posts ସୁଭଦ୍ରାରେ ଅକ୍ଟୋବର ୯କୁ ଦିଆଯିବ ଦ୍ୱିତୀୟ… Oct 3, 2024 ଭେଜାଲ … Continue reading ସେପ୍ଟେମ୍ବରରେ ୨୦.୬୪ ଲକ୍ଷ କୋଟି ଟଙ୍କାର ନେଣଦେଣ