ଏଣିକି ସମସ୍ତେ କରିପାରିବେ ଡିଜିଟାଲ ପୈଠ, ୟୁଏଇରେ ଆରମ୍ଭ ହେଲା ୟୁପିଆଇ

ନୂଆଦିଲ୍ଲୀ : ଦେଶ ପରେ ଏବେ ବିଦେଶରେ ଡିଜିଟାଲ ପୈଠର ପରିସର ବଢିବାରେ ଲାଗିଛି । ଯଦି ଆପଣ ମଧ୍ୟ ୟୁପିଆଇ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରି । ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ(NPCI) ଇଣ୍ଟରନ୍ୟାସନାଲ୍ ନେଟଓ୍ବର୍କ ସହିତ ମିଶି ନୂଆ ସୁବିଧା ଆରମ୍ଭ କରିଛି । ନେଟଓ୍ବର୍କ ଇଣ୍ଟରନ୍ୟାସନାଲ୍ ମଧ୍ୟ-ପୂର୍ବ ଏବଂ ଆଫ୍ରିକା ଅଞ୍ଚଳରେ ଡିଜିଟାଲ କମର୍ସକୁ ପ୍ରୋତ୍ସାହନ ଦେଉଥିବା ପ୍ରମୁଖ କମ୍ପାନୀ । ନୂଆ ସୁବିଧା ଅନୁସାରେ … Continue reading ଏଣିକି ସମସ୍ତେ କରିପାରିବେ ଡିଜିଟାଲ ପୈଠ, ୟୁଏଇରେ ଆରମ୍ଭ ହେଲା ୟୁପିଆଇ