ସରକାରଙ୍କ ନୂଆ ନିଷ୍ପତ୍ତି, ଏହି ରାଜ୍ୟରେ ଶସ୍ତାରେ ମିଳିବ ହାଇବ୍ରିଡ୍ କାର୍

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ସରକାର ହାଇବ୍ରିଡ୍ କାରର ରେଜିଷ୍ଟ୍ରେସନ ଫି ସମ୍ପୂର୍ଣ୍ଣ ଛାଡ କରିଦେଇଛନ୍ତି । ଏହା ବ୍ୟତୀତ ରୋଡ୍ ଟ୍ୟାକ୍ସରେ ମଧ୍ୟ ରିହାତି ଦିଆଯାଉଛି । ୟୁପି ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟବାସୀ କମ୍ ଦାମରେ ହାଇବ୍ରିଡ୍ କାର୍ କିଣିପାରିବେ । ଏହା ସହିତ ମାରୁତି ସୁଜୁକି, ଟୋୟୋଟା ଏବଂ ହୋଣ୍ଡା କାର ଭଳି କମ୍ପାନୀମାନଙ୍କୁ ମଧ୍ୟ ଏହାର ଫାଇଦା ମିଳିବ । ଉତ୍ତର ପ୍ରଦେଶ ସରକାର ହାଇବ୍ରିଡ୍ ଏବଂ ପ୍ଲଗ୍ ଇନ୍ … Continue reading ସରକାରଙ୍କ ନୂଆ ନିଷ୍ପତ୍ତି, ଏହି ରାଜ୍ୟରେ ଶସ୍ତାରେ ମିଳିବ ହାଇବ୍ରିଡ୍ କାର୍