ବାଂଲାଦେଶ ଅଶାନ୍ତ – କର୍ଫ୍ୟୁ ଜାରି, ସେନା ମୁତୟନ

ଡେସ୍କ: ବାଂଲାଦେଶରେ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣକୁ ବିରୋଧ କରି ଚାଲିଥିବା ପ୍ରତିବାଦ ଅଣାୟତ୍ତ ହେବାରୁ ସେଠାକାର ସରକାର କର୍ଫ୍ୟୁ ଲାଗୁ କରିଛନ୍ତି। ପରିସ୍ଥିତିକୁ ଆୟତ୍ତ କରିବା ଲାଗି ବାଂଲାଦେଶର ବିଭିନ୍ନ ଅଞ୍ଚଳରେ ସେନା ମୁତୟନ କରାଯାଇଛି। ସେଠାରେ ସରକାରୀ ଚାକିରିରେ କୋଟା ବ୍ୟବସ୍ଥା ଉଚ୍ଛେଦ ଲାଗି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଚଳିତ ମାସ ପହିଳାରୁ ଆରମ୍ଭ ହୋଇଥିବା ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ୧୦୫ ଜଣ ନାଗରିକଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ … Continue reading ବାଂଲାଦେଶ ଅଶାନ୍ତ – କର୍ଫ୍ୟୁ ଜାରି, ସେନା ମୁତୟନ