ରାହୁଲଙ୍କୁ ବିଶ୍ୱବିଦ୍ୟାଳୟ ମନା, ରାଜନୈତିକ ଅସୂୟା ଭାବ କହିଲା କଂଗ୍ରେସ

ଡେସ୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ମେଘାଳୟର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ହେବାକୁ ଥିବା ଆଲୋଚନାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ବନ୍ଦ କରିଦେଇଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଶ୍ରୀ ଗାନ୍ଧୀ ସେହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର ଥିଲା। ବିଦେଶରେ ରାମ ନାମ, ଭକ୍ତିରେ ଲୀନ ହୋଇ ନୃତ୍ୟ କଲେ ଋଷ୍ ଯୁବତୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏ ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ … Continue reading ରାହୁଲଙ୍କୁ ବିଶ୍ୱବିଦ୍ୟାଳୟ ମନା, ରାଜନୈତିକ ଅସୂୟା ଭାବ କହିଲା କଂଗ୍ରେସ