ସ୍ତ୍ରୀ ହେବ ତ ଏମିତି… ୧୦ ବର୍ଷ ପରେ କୋମାରୁ ଉଠିଲେ ସ୍ୱାମୀ

ଡେସ୍କ: ବିବାହ ପରେ ସ୍ୱାମୀ-ସ୍ତ୍ରୀ ପରସ୍ପରର ସୁଖଦୁଃଖର ସାଥୀ ହୋଇଥାନ୍ତି। ସେଥିପାଇଁ ସ୍ତ୍ରୀଙ୍କୁ ଅର୍ଦ୍ଧାଙ୍ଗିନୀର ଆଖ୍ୟା ଦିଆଯାଇଛି। ସ୍ୱାମୀର ସୁଖ ଆଉ ଦୁଃଖରେ ସ୍ତ୍ରୀ ହିଁ ବଡ଼ ଭାଗିଦାରୀ ହୋଇଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମହିଳା। ନିଜର ନିଃସର୍ତ୍ତ ଭଲ ପାଇବା, ନିଃସ୍ୱାର୍ଥପରତା ଏବଂ ଯତ୍ନ ବଳରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଆଜି ଫେରି ପାଇଛନ୍ତି। ଦୀର୍ଘ ୧୦ ବର୍ଷ ଧରି କୋମାରେ ରହିବା ପରେ ସ୍ୱାମୀଙ୍କର ଚେତା ଫେରିଛି, ଯାହାକୁ ନେଇ … Continue reading ସ୍ତ୍ରୀ ହେବ ତ ଏମିତି… ୧୦ ବର୍ଷ ପରେ କୋମାରୁ ଉଠିଲେ ସ୍ୱାମୀ