୧୬ କୋଟିର ଘର କିଣି ହଟହଟା

ସମାଜ ଡିଜିଟାଲ ଡେସ୍କ:  ୧୬ କୋଟି ଟଙ୍କାରେ ଘର କିଣି ବ୍ରିଟେନର ଗୋଟିଏ ଦମ୍ପତି ହଟହଟା ହୋଇଥିବା ଖବର ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ମାର୍ଟିନ ଓ ସାରା ନାମକ ଗୋଟିଏ ଦମ୍ପତି ବୋଚ୍ୟମ୍‌ ମାନୋର ଅଞ୍ଚଳର ଏକ ଘରକୁ ଭାରତୀୟ ମୁଦ୍ରାରେ ୧୬ କୋଟି ଟଙ୍କା ଦେଇ କିଣିଥିଲେ। ଏହି ବିଳାସପୂର୍ଣ୍ଣ ଘର କିଣି ଶାନ୍ତିରେ ରହିବାକୁ ଦମ୍ପତି ଆଶା ରଖିଥିବା ବେଳେ ସେମାନଙ୍କ ଆଶା ଅପୂରଣୀୟ ରହି ଯାଇଥିଲା। ସେମାନେ ନିଜ ନୂଆ … Continue reading ୧୬ କୋଟିର ଘର କିଣି ହଟହଟା