ଦ୍ବୈତ ନଗରୀ ତାପମାତ୍ରା ୪୧ ଡିଗ୍ରୀ ପାର୍

ଭୁବନେଶ୍ବର : ରାଜ୍ୟରେ ଲଗାତର ତାପମାତ୍ରା ବଢିବାରେ ଲାଗିଛି । ଆଜି ରାଜ୍ୟର ୨୮ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ରାଜଧାନୀ ଭୁବନେଶ୍ବରର ତାପମାତ୍ରା ବୁଧବାର ୪୧.୭ ଡିଗ୍ରୀ ସେଲସିୟସ ରହିଥିବାବେଳେ କଟକ ଏବର୍ଷ ପ୍ରଥମ ଥର ପାଇଁ ୪୧.୫ ଡିଗ୍ରୀ ଛୁଇଁଛି ।  କହିରଖୁଛୁ ଆଗକୁ ଆହୁରି ତାପମାତ୍ରା ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ … Continue reading ଦ୍ବୈତ ନଗରୀ ତାପମାତ୍ରା ୪୧ ଡିଗ୍ରୀ ପାର୍