ବଦଳିଲେ ୪୪ଟି ମହାନଗର ନିଗମ, ଏନଏସି ଓ ମୁନିସିପାଲିଟିର ଅତିରିକ୍ତ/ସହକାରୀ କମିଶନର ଓ ଅଧିକାରୀ

ଡେସ୍କ: ରାଜ୍ୟ ସରକାର ଆଜି ବଡ ଧରଣର ବଦଳି କରିଛନ୍ତି। ନିର୍ବାଚନ ପୂର୍ବରୁ ଏହାକୁ ବଡ ଧରଣର ବଦଳି ବୋଲି କୁହାଯାଉଛି। ରାଜ୍ୟ ସରକେ ଏକାବେଳକେ ୪୪ଟି ମହାନଗର ନିଗମ, ବିଜ୍ଞାପିତ ଅଂଚଳ ପରିଷଦ ଓ ମୁନିସିପାଲିଟିର ଅତିରିକ୍ତ/ସହକାରୀ କମିଶନର ଓ ଅଧିକାରୀଙ୍କ ବଦଳି କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିଏମସିର ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁଙ୍କୁ ସିଏମସିର ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା … Continue reading ବଦଳିଲେ ୪୪ଟି ମହାନଗର ନିଗମ, ଏନଏସି ଓ ମୁନିସିପାଲିଟିର ଅତିରିକ୍ତ/ସହକାରୀ କମିଶନର ଓ ଅଧିକାରୀ