ଆଜି କୋଲକାତା ନାଇଟ୍ ରାଇଡର୍ସ-ସନରାଇଜର୍ସ ହାଇଦ୍ରାବାଦ ଟକ୍କର

ଚେନ୍ନଇ : ରବିବାର ଏଠାରେ ଚଳିତ ଆଇପିଏଲ୍‌ର ୧୭ଶ ସଂସ୍କରଣର ଫାଇନାଲ ମ୍ୟାଚ୍‌ ଖେଳାଯିବ। କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏହି ମୁକାବିଲା ହେବ। ଆସନ୍ତୁ ନଜର ପକାଇବା ଏହି ବହୁ ପ୍ରତୀକ୍ଷିତ ଫାଇନାଲ ମୁକାବିଲାର ୪ଟି ରୋଚକ ତଥ୍ୟ ଉପରେ। ୧. ଅଷ୍ଟ୍ରେଲୀୟ ଭାବେ ହ୍ୟାଟ୍ରିକ୍ ଦ୍ବାରରେ କମିନ୍‌ସ ଯଦି ଫାଇନାଲରେ ଜିତି ସନ୍‌ରାଇଜର୍ସ ଚମ୍ପିଆନ୍‌ ହୁଏ; ତେବେ ପ୍ୟାଟ୍‌ କମିନ୍‌ସ ହ୍ୟାଟ୍ରିକ୍‌ ଅର୍ଜନ କରିବେ। ୩ୟ ଅଷ୍ଟ୍ରେଲୀୟ ଭାବେ … Continue reading ଆଜି କୋଲକାତା ନାଇଟ୍ ରାଇଡର୍ସ-ସନରାଇଜର୍ସ ହାଇଦ୍ରାବାଦ ଟକ୍କର