ଟିଟିଲାଗଡ଼ରେ ବିଜେପିର ନବୀନ ଜୈନଙ୍କ ବିଜୟ

ଟିଟିଲାଗଡ଼ : ବଲାଙ୍ଗିର ଜିଲା ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ନବୀନ ଜୈନ ୧୭ ହଜାରରୁ ଊର୍ଧ୍ୱ ଭୋଟରେ ବିଜୟୀ ହୋଇଛନ୍ତି। ଗତ ଦୁଇଟି ନିର୍ବାଚନରେ ଟିଟିଲାଗଡ଼ ବିଧାୟକ ଭାବରେ ବିଜୟୀ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ବିଜେପି ପ୍ରାର୍ଥୀ ନବୀନ ୧୭ ହଜାରରୁ ଊର୍ଧ୍ୱ ଭୋଟରେ ପରାଜିତ କରିଛନ୍ତି। ନବୀନଙ୍କ ବିଜୟ ନେଇ ତାଙ୍କ ଶତାଧିକ ସମର୍ଥକ ରାସ୍ତାକୁ ଓହ୍ଲାଇ … Continue reading ଟିଟିଲାଗଡ଼ରେ ବିଜେପିର ନବୀନ ଜୈନଙ୍କ ବିଜୟ