ଶରୀରରେ ରକ୍ତ ଜମାଟ ବାନ୍ଧିଲେ କ’ଣ ହୁଏ: ଜାଣନ୍ତୁ ଲକ୍ଷଣ ଓ ନିରାକରଣ

ସମାଜ ଡିଜିଟାଲ ଡେସ୍କ: ଆଜିକାଲିର ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଖାଦ୍ୟପେୟ ଅଭ୍ୟାସ ମଣିଷ ପାଇଁ ସାଂଘାତିକ ପ୍ରମାଣିତ ହେଉଛି। ଏହିପରି ଅନେକ ଗମ୍ଭୀର ସମସ୍ୟା ଯୋଗୁ ଜୀବନଶୈଳୀ ଖରାପ ହେବାର କାରଣ ପାଲଟିଛି। ଶରୀରରେ ରକ୍ତ ଜମାଟ ବାନ୍ଧିବା ମଧ୍ୟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ରକ୍ତ ଜମାଟ ବାନ୍ଧିବାର ଅର୍ଥ ହେଉଛି ଶରୀରରେ ଗୋଟିଏ ସ୍ଥାନରେ ରକ୍ତ ଜମା ହେବା। ଶିରା ପ୍ରଶିରାରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ଶରୀରରେ ଖରାପ ପ୍ରଭାବ … Continue reading ଶରୀରରେ ରକ୍ତ ଜମାଟ ବାନ୍ଧିଲେ କ’ଣ ହୁଏ: ଜାଣନ୍ତୁ ଲକ୍ଷଣ ଓ ନିରାକରଣ