ତିହାର ଜେଲ ପ୍ରଶାସନ ମିଛ କହୁଛି, ମୁଁ ପ୍ରତିଦିନ ଇନସୁଲିନ ମାଗୁଛି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧୁମେହ ରୋଗ ଏବଂ ଇନସୁଲିନକୁ ନେଇ ଆମ ଆଦମୀ ପାର୍ଟି(ଆପ୍‌) ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହା ମଧ୍ୟରେ ନିଜେ କେଜ୍ରିୱାଲ ମୁହଁ ଖୋଲିଛନ୍ତି। ସେ ତିହାର ଜେଲ୍‌ ଅଧୀକ୍ଷକଙ୍କୁ ଏକ ଚିଠି ଲେଖି ତାଙ୍କ ସମ୍ପର୍କରେ ଜେଲ ପ୍ରଶାସନ ଦେଉଥିବା ମନ୍ତବ୍ୟ ମିଥ୍ୟା ବୋଲି ଅଭିଯୋଗ କରିଛନ୍ତି। ସେ ପ୍ରତିଦିନ ଇନ୍‌ସୁଲିନ ମାଗୁଛନ୍ତି, କିନ୍ତୁ ତାଙ୍କୁ ଦିଆଯାଉ ନାହିଁ ବୋଲି କେଜ୍ରିୱାଲ କହିଛନ୍ତି। Related … Continue reading ତିହାର ଜେଲ ପ୍ରଶାସନ ମିଛ କହୁଛି, ମୁଁ ପ୍ରତିଦିନ ଇନସୁଲିନ ମାଗୁଛି: କେଜ୍ରିୱାଲ